ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରିହରସାଲ ଶେଷ : ସିସିଟିଭି ନଜରରେ ରହିବ ଗାନ୍ଧିମାର୍ଗ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫାଇନାଲ୍ ପ୍ୟାରେଡ ରିହରସାଲ ଶେଷ ହୋଇଛି। କୋଭିଡ କଟକଣାରେ ଗାନ୍ଧୀ ମାର୍ଗରେ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ପୁଲିସ ଡିଜି ସୁନିଲ୍ ବଂଶଲ ଆଜିର ଫାଇନାଲ୍ ପ୍ୟାରେଡ ରିହରସାଲକୁ ନିରୀକ୍ଷଣ କରିଥିଲେ। ଏଥର ପ୍ୟାରେଡରେ ୨ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୁଲିସ କଣ୍ଟିଜେଣ୍ଟ ଟ୍ରୁପ୍ ଭାଗ ନେଇଛନ୍ତି। ତେବେ ପ୍ରଥମ ଥର ପାଇଁ ବିଏସଏଫ ଭାଗ ନେବେ। କୋଭିଡ କଟକଣା ପାଇଁ ସିଭିଲ୍ … Continue reading ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରିହରସାଲ ଶେଷ : ସିସିଟିଭି ନଜରରେ ରହିବ ଗାନ୍ଧିମାର୍ଗ